ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ତିନି ରଥର ବେଦି ସିଂହାସନ ସମେତ ବେଦି ଚାରିପାର୍ଶ୍ବରେ ପଟା ବାଡ଼ିଆ ଶେଷ
ପୁରୀ(ଓଡ଼ିଆ ନ୍ୟୁଜ୍): ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆଗେଇ ଚାଲିଛି ରଥକାମ । ରଥଖଳାରେ ଶନିବାର ଦିନ ରଥ ନିର୍ମାଣକୁ ୫୨ ଦିନ ପୂରିଛି। ଏହାରି ମଧ୍ୟରେ ତିନି ରଥର ବେଦି ସିଂହାସନ ସମେତ ବେଦି ଚାରିପାର୍ଶ୍ବରେ…
Read More...
Read More...