୨ଟି ଆସନରୁ ଲଢ଼ିବେ ବିଜୟ

0

ଓଡ଼ିଆ ନ୍ୟୁଜ୍: ତାମିଲନାଡ଼ୁ ନିର୍ବାଚନ; ୨ଟି ଆସନରୁ ଲଢ଼ିବେ ଟିଭିକେ ମୁଖ୍ୟ ବିଜୟ। ତ୍ରିଚି ଇଷ୍ଟ ଓ ପେରାମ୍ବୁର ଆସନରୁ ଲଢ଼ିବେ ବିଜୟ। ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା। ତାମିଲନାଡ଼ୁର ସମସ୍ତ ୨୩୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା।

Leave A Reply

Your email address will not be published.