ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାକିସ୍ତାନରେ ହିଜବୁଲ ମୁଜାହିଦ୍ଦିନର ପ୍ରତିଷ୍ଠାତା ସଦସ୍ୟ ତଥା ତିନି ନମ୍ବର କମାଣ୍ଡର ଇମତିଆଜ ଆଲାମ ଛଦ୍ମନାମ ବଶିର ଅହମ୍ମଦଙ୍କୁ ହତ୍ୟା କରାଯାଇଛି।
ରାୱଲପିଣ୍ଡିରେ ଇମତିଆଜଙ୍କୁ ଗୁଳି କରି ହତ୍ୟା କରାଯାଇଛି। କାଶ୍ମୀରରେ ଆତଙ୍କ ବିସ୍ତାର ପାଇଁ ଇମତିଆଜ ସର୍ବଦା ଦାୟୀ ବୋଲି ବିବେଚନା କରାଯାଏ।