ସ୍କୁଲରେ ଶିକ୍ଷକ ନାହାଁନ୍ତି ପାଠ ପଢା ଠପ୍

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍କୁଲରେ ଶିକ୍ଷକ ନାହାଁନ୍ତି ପାଠ ପଢା ଠପ୍ | ଗୁରୁକୁଳ ଠାରୁ ଆରମ୍ଭ କରି 5t ସ୍କୁଲ ପର୍ଯ୍ୟନ୍ତ ଯଦି ତର୍ଜମା କରାଯାଏ। ତାହେଲେ ଗୋଟିଏ କଥା ସମ୍ନାକୁ ଆସିବ ଯେ ପିଲା ମାନଙ୍କ ଭବିଷ୍ୟତ ଗୁରୁକୁଳ ଢଙ୍ଗରେ ହଁ ଠିକ୍ କାହିଁକି ଆମେ ଏକଥା କହୁଛୁ।

ଆପଣ ମାନେ ସାର୍ କଥାରୁ ଜାଣିପାରୁଥିଵେ କେନ୍ଦ୍ରାପଡ଼ା ଜିଲ୍ଲାରେ କେଉଁ ଭଳି ଚାଲିଛି ଶିକ୍ଷା ଵ୍ୟାଵସ୍ଥା ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ନରେନ୍ଦ୍ର ଗୁଞ୍ଜୁ ଵିଦ୍ୟାପିଠ ସ୍କୁଲର କଥା ପ୍ରଥମ ଗୁରୁ ପିତା ମାତା ଥିବା ବେଳେ ରଘୁନାଥ ଗୁରୁଜୀ ନିଜ ମାତା ପିତାଙ୍କ ଉଦ୍ଦେଶ୍ୟ ରେ 42 ବର୍ଷ ତଳେ ତିଆରି କରିଥିଲେ | ଏହି ବିଦ୍ୟାପୀଠ କେଉଁଠି ମଣିଷ ତିଆରି ହେଉଥିଲେ କଳରେ କିନ୍ତୁ 42 ବର୍ଷ ପରେ ମୁହଁ ଖୋଲିଛନ୍ତି। ଏହି ବିଦ୍ୟାପୀଠର ଗୁରୁଜୀ ଆଜି ଦୁଇଟି କ୍ଲାସ୍ ରେ 175 ପିଲା ଥିବାବେଳେ ଏମାନଙ୍କୁ ପାଠ ପଢ଼ାଉଛନ୍ତି।

ଦୁଇ ଜଣ ଗୁରୁଜୀ ସେ ପୁଣି ଜଣେ ହିନ୍ଦୀ ଏଵଂ ଜଣେ (ପି,ଟି) ଗୁରୁଜୀ ଏଠି ବଡ଼ ପ୍ରଶ୍ନ ଉଠେ ଯେ ୧୭୫ ପିଲାଙ୍କ ଭବିଷ୍ୟତ କଣ ହେବ ଏଠି ମଣିଷ ତିଆରି କାରଖାନାରେ ମଣିଷ ତିଆରି ହେବେ ନାଁ ଅମଣିଷ | କେବେ ସୁଧୁରିବ ଶିକ୍ଷା ବ୍ୟବସ୍ଥା ଏନେଇ ମୋହନ ସରକାର ଏଥିପ୍ରତି ଦୃଷ୍ଟି ଦେବେ ନାଁ ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରେ ଗତିକରିଵ ତାହା ସମୟ ସପକ୍ଷରେ।

Comments are closed.