୧- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ, ଇଛୁକ ଛାତ୍ରଛାତ୍ରୀ ପରେ ଦେଇପାରିବେ ପରୀକ୍ଷା। ରାଜ୍ୟରେ ବାତିଲ ହୋଇପାରେ +୨ ପରୀକ୍ଷା, ଆଜି ବସିବ ଉଚ୍ଚସ୍ତରୀୟ ବୈଠକ
୨- ରାଜଧାନୀରେ ବିକ୍ରି ହେଉଥିଲା ନାମୀ ବ୍ରାଣ୍ଡର ନକଲି ଟିଭି, ଅଭିଯୁକ୍ତ ଚାରି ସୋରୁମ ମାଲିକଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ଼
୩- ଭୁବନେଶ୍ୱର:କୋଭିଡରେ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ୧୫ ଦିନ ଭିତରେ ପେନ୍ସନ୍ ବ୍ୟବସ୍ଥା
୪- ଜୁନ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା
୫- ମିଶନ ଶକ୍ତି ହେଲା ସ୍ବତନ୍ତ୍ର ବିଭାଗ, ଲୋକସେବା ଭବନରେ କାର୍ଯ୍ୟ କରିବ
୬- ଲକଡାଉନରେ ମହଙ୍ଗା ମାଡ, ଗରିବ ଖାଉଟି ହନ୍ତସନ୍ତ,ରିଫାଇନ ତେଲ ୨ଶହ, ସୋରିଷ ତେଲ ୧୮୦, ହରଡ ଡାଲି ୧୫୦
୭- ସ୍ଥିର ରହିଛି ଓଡ଼ିଶାରେ ସଂକ୍ରମଣ । ଡିଏମଇଟି କହିଲେ, ବିଳମ୍ବରେ ଶୀର୍ଷକୁ ଯାଇଥିବାରୁ ଖସିବା ପାଇଁ ଲାଗିବ ସମୟ
୮- ବାବା ରାମଦେବଙ୍କ ବୟାନକୁ ବିରୋଧ । କଳାଦିବସ ପାଳିଲେ ରେସିଡେଣ୍ଟ ଡାକ୍ତର । ସର୍ବ ସାଧାରଣରେ ନିସର୍ତ କ୍ଷମା ମାଗିବାକୁ କଲେ ଦାବି । ବିବାଦ ବଢିବା ପରେ ସ୍ୱର ବଦଳାଇଲେ ବାବା
୯- ସୁପ୍ରିମକୋର୍ଟରେ NCPCRଙ୍କ ସୂଚନା: ପିତାମାତାଙ୍କୁ ହରାଇଛନ୍ତି ୯୩୪୬ ଶିଶୁ
୧୦- ନୂଆ ଦିଲ୍ଲୀ: ଦିନକୁ କୋଟିଏ ଟୀକାକରଣ ଲକ୍ଷ୍ୟ, ମାସିକ ୨୦ରୁ ୩୦ କୋଟି ଟୀକା ଉପଲବ୍ଧ ହେବ
୧୧- ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ଆଣିଛନ୍ତି ସ୍ୱର୍ଣ୍ଣ : ଆଥଲେଟ ଅର୍ପିତାଙ୍କ ଲକ୍ଷ୍ୟ-୨୦୨୪ ଅଲମ୍ପିକସ
୧୨- ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ : ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା ଏକ ବର୍ଷ ପାଇଁ ବୃଦ୍ଧି