ED-ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ

0

ଓଡ଼ିଆ ନ୍ୟୁଜ୍: କେନ୍ଦ୍ରୀୟ ତଦନ୍ତ ସଂସ୍ଥା ED-ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ। I-PAC ଅଫିସ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରେଡ୍‌ ବେଳେ ମୁହାଁମୁହିଁ।ସର୍ଚ୍ଚ ବେଳେ କିଛି ଡକ୍ୟୁମେଣ୍ଟ ବଳପୂର୍ବକ ନେଇଯାଇଥିବା EDର ଅଭିଯୋଗ।ଇଲେକ୍ଟ୍ରୋନିକ ପ୍ରମାଣ ପତ୍ର ମମତାଙ୍କ ଅଧିକାରୀ ନେଇଯାଇଥିବା ଅଭିଯୋଗ।କୋଇଲା ଚାଲାଣ ଲିଙ୍କ୍‌ରେ PMLAରେ ରେଡ୍‌ କରାଯାଉଥିଲା।କୌଣସି ରାଜନୈତିକ ଦଳକୁ ଟାର୍ଗେଟ୍‌ କରି ନ ଥିଲା ସ୍ପଷ୍ଟ କଲା ED।

ତଦନ୍ତରେ ବାଧା ସୃଷ୍ଟି ହେବାରୁ ED ହାଇକୋର୍ଟଙ୍କ ଦ୍ବାରସ୍ଥ ସୂଚନା। EDର ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ ମମତା।‘ସେମାନେ ଆମର ହାର୍ଡ ଡିସ୍କ, ଆର୍ଥିକ ଓ ରାଜନୈତିକ କପି ନେଇଯାଇଛନ୍ତି।ବିଜେପିର ଲକ୍ଷ ଲକ୍ଷ କୋଟି କୋଟି ସମ୍ପତ୍ତି; CBI, ED କାହାକୁ ତ ଧରୁନି।ED ରେଡ୍‌ ଜାଣି ନ ଥିଲି, କେହି ଫୋନ୍‌ ନ ଉଠାଇବାରୁ ଆସି ଦେଖିଲି।

Leave A Reply

Your email address will not be published.