ବିଶ୍ବ ପାରା ଦୌଡ଼କୁଦ: ପ୍ରବୀଣଙ୍କୁ ରୌପ୍ୟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ୟାରିସଠାରେ ଅନୁଷ୍ଠିତ ବିଶ୍ବ ପାରା ଦୌଡ଼କୁଦ ପ୍ରତିଯୋଗିତାର ହାଇଜମ୍ପ୍ (ଟି-୪୪/୬୪) ଇଭେଣ୍ଟରେ କାଂସ୍ୟ ପଦକ ଜିତିବା ସହିତ ୨୦୨୪ ପ୍ୟାରିସ୍ ପାରା ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି କିଟ୍‌ ବିଶ୍ବବିଦ୍ୟାଳୟ ଛାତ୍ର ପ୍ରବୀଣ କୁମାର । କ୍ରୀଡ଼ା କୋଟାରେ କିଟ୍‌ରେ ସ୍ନାତ‌କୋତ୍ତର (ସମାଜତତ୍ତ୍ବ) ପଢ଼ୁଥିବା ପ୍ରବୀଣଙ୍କୁ ଏହାର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତ ପ୍ରତିଯୋଗିତା ଲାଗି ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.