କିପରି ରହିଛି ଭାରତରେ କରୋନା ସ୍ଥିତି ?

0

ମହାମାରୀ କରୋନା ଭାଇରସ୍ ଭାରତରେ ତାହାର ଆଧିପତ୍ଯ ବିସ୍ତାର କରିବାରେ ଲାଗିଛି l ଆଜି ସକାଳ ସୁଦ୍ଧା ଭାରତରେ 2902 ଜଣ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇଥିବା ବେଳେ 68 ଜଣଙ୍କ ମୃତ୍ୟୁ ଘଟିଛି l ସେହିପରି 183 ଜଣ ସୁସ୍ଥ ହୋଇଛନ୍ତି l

ମହାରାଷ୍ଟ୍ରରେ 423 ଜଣ ସର୍ବାଧିକ ଆକ୍ରାନ୍ତ ଥିବାବେଳେ ତାହା ପଛକୁ ଅଛନ୍ତି ତାମିଲନାଡୁରେ 411, ଦିଲ୍ଲୀରେ 386, କେରଳରେ 295 ଜଣ ଆକ୍ରାନ୍ତ ଅଛନ୍ତି l ମହାରାଷ୍ଟ୍ରରେ ସର୍ବାଧିକ କରୋନା ମୃତ୍ଯ ସଂଖ୍ଯା 19 ଥିବାବେଳେ ଗୁଜୁରାଟ ରେ 9 ତେଲେଙ୍ଗାନା ରେ 7 ଏବଂ ପଶ୍ଚିମବଙ୍ଗ ରେ 3 ଏବଂ ଦିଲ୍ଲୀରେ 6 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି l

Leave A Reply

Your email address will not be published.