ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଘରେ ପହଁଞ୍ଚିବ ଭତ୍ତା ଏବଂ ପିଡିଏସ୍

0

କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପମାନ ଗ୍ରହଣ କରୁଛନ୍ତି l ଆଜି ଠାରୁ ସମସ୍ତ ଜିଲ୍ଲା ଗୁଡିକୁ ଲକ୍ ଡାଉନ୍ କରିବା ପରେ ଘରେ ଘରେ ପେନସନ୍ ଓ ପିଡିଏସ୍ ସମଗ୍ରୀ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି l ଆବଶ୍ୟକ ଗାଇଡ୍ ଲାଇନ୍ ମଧ୍ଯରେ ରହି ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମାଜିଷ୍ଟ୍ରେଟ, ଓ ମୁନିସପାଲ କମିଶନରଙ୍କୁ ନିର୍ଦେଶ ଦିଆଯାଇଛି l

Leave A Reply

Your email address will not be published.