ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ

0

ଓଡ଼ିଆ ନ୍ୟୁଜ୍: ମାଲକାନଗିରି ଜିଲ୍ଲା ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ । ଧାରୁଆ ଅସ୍ତ୍ରରେ ହାଣି ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା । ଯୋଗା କୱାସୀ ଓ ମଙ୍ଗଲୁ କୁରସମଙ୍କୁ ହତ୍ୟା । ତର୍ରେମ ଥାନା ଛଟୁବାଇ ଓ ବଡ଼େ ତର୍ରେମ ଗାଁରେ ହତ୍ୟାକାଣ୍ଡ ।

ପୋଲିସ ଇନଫର୍ମର ସନ୍ଦହେ କରି ଏଭଳି ହତ୍ୟାକାଣ୍ଡ ଘଟାଇ ଥିବା ଜଣାପଡିଛି। ଘଟଣାସ୍ଥଳରେ ୧୦ ରୁ୧୫ ସଶସ୍ତ୍ର ମାଓବାଦୀ ଆସି ଏଭଳି ବର୍ବର କାଣ୍ଡ ଘଟାଇ ଥିବା ଜଣା ପଡ଼ିଛି। ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି।

Leave A Reply

Your email address will not be published.