ଆଜିର ମୁଖ୍ୟ ଖବର

0

୧-ପୁରୀ:ମହଣ ମହଣ ସୁନାରେ ସଜ୍ଜିତ ହେଲେ ଚତୁର୍ଦ୍ଧାମୂର୍ତ୍ତି, ବର୍ଷା ମାଧ୍ୟମରେ ଇନ୍ଦ୍ର ଢାଳିଲେ ପ୍ରଣିପାତ,ଆଜି ଅଧର ପଣା।

୨-ଜୁଲାଇ ୨୬ରୁ ସ୍କୁଲ ସହ ଖୋଲିବ ହଷ୍ଟେଲ, ଘୋଷଣା କଲେ ରାଜ୍ୟ ସରକାର। ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶାବଳୀ।

୩-କେନ୍ଦୁଝର ଜିଲ୍ଲାରେ କିସର ନୂତନ ଶାଖା ‘ଏସ୍‌ ଏନ୍‌ ମହାନ୍ତି-କିସ୍‌’ର ହେଲା ଭୂମିପୂଜନ, ୨୦୨୨ ଜୁଲାଇ ମାସଠାରୁ ଶିକ୍ଷାରମ୍ଭ କରିବାକୁ ଲକ୍ଷ୍ୟ।

୪-୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ଜାରି କଲା ସତର୍କତା।

୫-ହିଣ୍ଡାଲକୋ ହୀରାକୁଦରେ ଆରମ୍ଭ କଲା ‘ହେଲ୍‍ଥକେୟାର ଅନ ହ୍ୱିଲ୍ସ’।

୬-୨୪ସୁଦ୍ଧା ଆସିପାରେ CBSE ଦଶମ ଫଳ, ଅଗଷ୍ଟ ୧୬ରୁ ଦ୍ଵାଦଶ X Regular ପରୀକ୍ଷା।

୭-ବିଶ୍ବ ବିଶ୍ବବିଦ୍ୟାଳୟ ସମ୍ମେଳନରେ କେନ୍ଦ୍ରଶିକ୍ଷାମନ୍ତ୍ରୀଙ୍କ ଉଦବୋଧନ: ଭାରତକୁ ବୈଶ୍ୱିକ ଜ୍ଞାନର ମହାଶକ୍ତି ଭାବେ ପରିଣତ କରିବା ଆମର ଲକ୍ଷ୍ୟ।

୮-ପିପିଲି ଅଞ୍ଚଳରେ ଆବିଷ୍କାର ହେଲା ୧୫ଶହ ବର୍ଷ ତଳର ମନ୍ଦିର, ନିର୍ମାଣ ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅନୁସନ୍ଧାନକାରୀ ଦଳ।

୯-ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ ଚାନ୍ଦିପୁରରୁ ଉତ୍‌କ୍ଷେପଣ।

୧୦-ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ବିରାଟକାୟ ଉଲକା ପିଣ୍ଡ, ନାସା କଲା ସାବଧାନ।

Leave A Reply

Your email address will not be published.