ବଜେଟ ୨୦୨୨-୨୩

0

ଚଳିତ ବର୍ଷରୁ ଇ-ପାର୍ସପୋର୍ଟ ଜାରି କରାଯିବ । ଏହାଦ୍ୱାରା ସାଧାରଣ ଲୋକଙ୍କୁ ସୁବିଧା ମିଳିବ ।
୫-ଜି ଲଞ୍ଚ ପାଇଁ ସ୍ମିମ ଅଣାଯିବ । ଚଳିତ ବର୍ଷରୁ ହିଁ ୫-ଜି ସେବା ଆରମ୍ଭ ହେବ ।
ଡାକଘରେ ଆରମ୍ଭ ହେବ କୋର ବ୍ୟାଙ୍କିଂ ସେବା
ଅନଲାଇନ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ, ଏଟିଏମ, ଅନଲାଇନ କାରବାର ସୁବିଧା ମିଳିବ
ଏହାଦ୍ୱାରା ଚାଷୀ ଓ ବରିଷ୍ଠ ନାଗରିକଙ୍କୁ ସୁବିଧା ମିଳିବ
ଆସିବ ଡିଜିଟାଲ କରେନ୍ସି
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆରମ୍ଭ ହେବ ଡିଜିଟାଲ କରେନ୍ସି ସେବା
ଏହା ଭାରତୀୟ ଅର୍ଥନୀତିକୁ ଯଥେଷ୍ଟ ଆଗକୁ ନେବ
ରାଜ୍ୟ ମାନଙ୍କୁ ବିନା ସୁଧରେ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ
୫୦ ବର୍ଷ ପାଇଁ ବିନା ସୁଧରେ ରାଜ୍ୟକୁ ଋଣ ସୁବିଧା
ମହିଳା ଶକ୍ତି ପାଇଁ ୩ ନୂଆ ଯୋଜନା ପ୍ରସ୍ତୁତ
ପିଏମ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ ହେବ
ଏଥିପାଇଁ ୪୮ ହଜାର କୋଟି ଦିଆଯିବ
ହର ଘର ନଳ ଯୋଜନାର ବିସ୍ତାର ହେବ
୩.୮ କୋଟି ପରିବାର ପାଖରେ ପହଞ୍ଚିବ ସୁବିଧା, ଖର୍ଚ୍ଚ ହେବ ୬୦ ହଜାର କୋଟି
ଉତ୍ତରପୂର୍ବାଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେବ ୧୫୦୦ କୋଟି
ଜାତୀୟ ଟେଲି ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ
ଏଥିପାଇଁ ୨୩ଟି ଟେଲି ମାନସିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହେବ
ସ୍କୁଲର ସବୁ ଶ୍ରେଣୀଗୃହରେ ଲାଗିବ ଟିଭି
୨ ଲକ୍ଷ ଅତିରିକ୍ତ ଅଙ୍ଗନୱାଡି କେନ୍ଦ୍ର ତିଆରି ହେବ
ପିଏମ ଇ-ବିଦ୍ୟା ପାଇଁ ୨୦୦ ନୂଆ ଚ୍ୟାନେଲ
ଆଇଟିଆଇ ପିଲାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂୟ
ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ
ରସାୟନ ମୁକ୍ତ ଚାଷକୁ ପୋତ୍ସାହନ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ
ଏମଏସପି ଦରରେ ଚାଷୀଙ୍କ ଠାରୁ ରେକର୍ଡ ସଂଖ୍ୟକ ଫସଲ କିଣାଯିବ
ଚାଷୀଙ୍କୁ ଡିଜିଟାଲ ସୁବିଧା ଉପଲବ୍ଧ କରାଯିବ
୫ ନଦୀଙ୍କୁ ପରସ୍ପର ସହ ଯୋଡାଯିବ
ଏମଏସଏମଇ କ୍ଷେତ୍ର ପାଇଁ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସହାୟତା
ବ୍ୟବସାୟ ଓ ରୋଜଗାର ପାଇଁ ଡିଜିଟାଲ ସ୍କିଲକୁ ବଢାଯିବ
ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ
ଏହାଛଡା ଅତିରିକ୍ତ ୩୦ ଲକ୍ଷ ନିଯୁକ୍ତି କ୍ଷମତା ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି
ଗୋଟିଏ ବର୍ଷରେ ୨୫ ହଜାର କିଲୋମିଟର ହାଇୱେ ନିର୍ମାଣ ଲକ୍ଷ୍ୟ
ଏଥିପାଇଁ ୨୦ ହଜାର କୋଟି ଖର୍ଚ୍ଚ ହେବ
ପିଏମ ଗତି ଶକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି
ଏହାଦ୍ୱାରା ଭିତ୍ତିଭୂମିର ବିକାଶ ହେବ
ଆଇଟି ଓ ଘରୋଇ ସେକ୍ଟରକୁ ପୋତ୍ସାହନ ଦିଆଯିବ
ଆଗାମୀ ୩ ବର୍ଷ ମଧ୍ୟରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଗଡିବ
ଭାରତର ଅଭିବୃଦ୍ଧି ହାର ୯.୨୭% ଲକ୍ଷ୍ୟ ରଖାଯାଇଛି
ଏୟାର ଇଣ୍ଡିଆର ବିନିବେଶକୁ ପୂରା କରାଯାଇଛି ।
ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବୁ, ଗରିବଙ୍କ କ୍ଷମତା ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ ।
ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ବଜେଟ ପ୍ରସ୍ତୁତ କରାଯାଇଛି ।
୬୦ ଲକ୍ଷ ଚାକିରି ଦିଆଯିବ
୩୦ ଲକ୍ଷ ଅତିରିକ୍ତ ନିଯୁକ୍ତି ଆମର ଲକ୍ଷ୍ୟ
ଏଲଆଇସିର ଆଇପିଓ ଖୁବ ଶୀଘ୍ର ଆସିବ

Leave A Reply

Your email address will not be published.