ମ୍ୟାଚ ଦେଖୁବାକୁ ଯାଉଥିବା ଦର୍ଶକ ଧ୍ୟାନ ଦିଅନ୍ତୁ, କିଏ କେଉଁ ରାସ୍ତା ଦେଇ ଷ୍ଟାଡିୟମ ଭିତରକୁ ଯିବେ ପଢ଼ି ନିଅନ୍ତୁ।

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି  ଇଣ୍ଡିଆ ସାଉଥ ଆଫ୍ରିକା ଟି ଟ୍ୱେଣ୍ଟି ମ୍ୟାଚ। କିଏ କେଉଁ ବାଟ ଦେଇ ଭିତରକୁ ଯିବେ ସେ ନେଇ ବିବରଣୀ ପ୍ରସ୍ତୁତ କରିଛି ଓସିଏ। ନଜର ପକାନ୍ତୁ କିଏ କେଉଁ ବାଟ ଦେଇ ଷ୍ଟାଡିୟମ୍ ଭିତରକୁ ଯିବେ।

– ଓ ସି ଏ ବକ୍ସ – ନିଉ ପାଭିଲିୟନ ଏବଂ ଓଲଡ଼ ପାଭିଲିୟନ ଟିକେଟଧାରୀ, ଗେଟ ନମ୍ବର 1 ଦେଇ ପ୍ରବେଶ କରିବେ। (କ୍ରିକେଟ ଏକାଡେମୀ ଦେଇ YMCA ସାମ୍ନା ପଟେ)

– ଗ୍ୟାଲେରୀ ନମ୍ବର 5 ଟିକେଟଧାରୀ, ଗେଟ ନମ୍ବର 2 ଦେଇ ପ୍ରବେଶ କରିବେ। (army recruiting office) ନିକଟରେ।

– ଗ୍ୟାଲେରୀ ନମ୍ବର 7 ଟିକେଟଧାରୀ ଓ ସ୍ପେଶାଲ ଇଂକ୍ଲୋଜର (ବ୍ଲକ-ଏ ), ଗେଟ ନମ୍ବର 3 ଦେଇ ପ୍ରବେଶ କରିବେ। ବାରବାଟୀ ପ୍ୟାଲେସ ନିକଟରେ।

– ଗ୍ୟାଲେରୀ ନମ୍ବର 6 ଟିକେଟଧାରୀ, ଗେଟ ନମ୍ବର 4 ଦେଇ ପ୍ରବେଶ କରିବେ। ଆଦିତ୍ୟ କ୍ୟାଣ୍ଟିନ୍ ନିକଟରେ।

– ସ୍ପେଶାଲ ଇଂକ୍ଲୋଜର ବ୍ଲକ ବି ଟିକେଟଧାରୀ, ଗେଟ ନମ୍ବର 5 ଦେଇ ପ୍ରବେଶ କରିବେ। ହର୍ଷ ଗେଟ ନିକଟରେ।

– କର୍ପୋରେଟ ବକ୍ସ ଏବଂ ଅଲମ୍ପିକ ବକ୍ସ (ଏ) ଟିକେଟଧାରୀ, ଗେଟ ନମ୍ବର 6 ଦେଇ ପ୍ରବେଶ କରିବେ। ହର୍ଷ ଗେଟ ନିକଟରେ।

– ଆଞ୍ଚଳିକ ଓ କେନ୍ଦ୍ରୀୟ ସ୍ୱୀକୃତି ପ୍ରାପ୍ତ ଟିଭି କ୍ରିଉ ଗେଟ ନମ୍ବର 7 ଦେଇ ପ୍ରବେଶ କରିବେ। ହର୍ଷ ଗେଟ ନିକଟରେ।

– କର୍ପୋରେଟର ବକ୍ସ ଓ ଅଲମ୍ପିକ ବକ୍ସ (ବି) ଗେଟ ନମ୍ବର 8 ଦେଇ ପ୍ରବେଶ କରିବେ। ହର୍ଷ ଗେଟ ନିକଟରେ।

– ଗ୍ୟାଲେରୀ ନମ୍ବର 1 ଟିକେଟ ଧାରୀ ଗେଟ ନମ୍ବର 9 ଦେଇ ପ୍ରବେଶ କରିବେ। ହର୍ଷ ଗେଟ ନିକଟରେ।

– ଗ୍ୟାଲେରୀ ନମ୍ବର 2 ଟିକେଟଧାରୀ ଗେଟ ନମ୍ବର 10 ଦେଇ ପ୍ରବେଶ କରିବେ। ଏନ ସି ସି ଅଫିସ ନିକଟରେ।

– ଏ ସି ବକ୍ସ (ଗ୍ୟାଲେରୀ-2)-କ୍ଳବ ହାଉସ-ଏମ୍ ଜି ଏମ୍ ବକ୍ସ ଟିକେଟଧାରୀ ଗେଟ ନମ୍ବର 11 ଦେଇ ପ୍ରବେଶ କରିବେ। କ୍ଳବ ହାଉସ ଗେଟ ଦେଇ।

– ଗ୍ୟାଲେରୀ ନମ୍ବର 3 ଟିକେଟଧାରୀ ଗେଟ ନମ୍ବର 12 ଦେଇ ପ୍ରବେଶ କରିବେ। ଟିକେଟ କାଉଣ୍ଟର 2 – 3 ବାଟ ଦେଇ।

– ଗ୍ୟାଲେରୀ ନମ୍ବର 4 ଟିକେଟଧାରୀ ଗେଟ ନମ୍ବର 13 ଦେଇ ପ୍ରବେଶ କରିବେ। ଆଇ ପି ଏସ କ୍ୱାଟର ସାମ୍ନା ଦେଇ।

– ଏ ସି ବକ୍ସ(ଗ୍ୟାଲେରୀ-4)-ପ୍ରେସ ବକ୍ସ(2), ଓ ସି ଏ ଉପର ଓ ମଝି ବକ୍ସ – ବି ସି ସି ଆଇ ବକ୍ସ – ଓ ସି ଏ ଅଫିସ – ପ୍ଲେୟର ଓ ମ୍ୟାଚ ଅଫିସିଆଲ – ଅତିଥି ମାନେ ଗେଟ ନମ୍ବର 14 ଦେଇ ପ୍ରବେଶ କରିବେ। ସେଣ୍ଟ ଜାଭିୟର ସ୍କୁଲ ଗେଟ ଦେଇ।

Leave A Reply

Your email address will not be published.