ଚାକିରି କରି ପୁଣି ଲୋଭ ! ୪୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବେଗୁନିଆ ତହସିଲଦାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ । ବେଗୁନିଆ ତହସିଲଦାରଙ୍କୁ ରଙ୍ଗେ ହାତ ଧରିଲା ଭିଜିଲାନ୍ସ।୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ।ଜମି କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ।ଲାଞ୍ଚ ଟଙ୍କା ନେଉଥିବା ବେଳେ ଭୁବନେଶ୍ୱର କଳିଙ୍ଗବିହାର ଘରେ ଚଢ଼ାଉ।ପ୍ରତ୍ୟକ୍ଷଦର୍ଶୀଙ୍କ ସମ୍ମୁଖରେ ସରକାରୀ ବାବୁ ଲାଞ୍ଚ ନେଉଥିବା ସ୍ପଷ୍ଟ। ଭିଜିଲାନ୍ସ ସେଲ କେସ ନମ୍ବର ୯ ରେ ମାମଲା ରୁଜୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ହୋଇପାରେ ଛାନଭିନ ।

Leave A Reply

Your email address will not be published.