ଡଟ୍ ଫେଷ୍ଟର ତୃତୀୟ ଦିନରେ ନାଚିଲା ଗାଇଲା ରାଜଧାନୀବାସୀ, ଓଡ଼ିଆ ଗୀତ କଲା ଧମାଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଡଟ୍ ଫେଷ୍ଟର ତୃତୀୟ ଦିନରେ ନାଚିଲା ଗାଇଲା ରାଜଧାନୀ ଭୁବନେଶ୍ବର । ଓଲିଉଡ ଏବଂ ବଲିଉଡ ଗୀତରେ ଝୁମିଲେ ଦର୍ଶକ।
ଓଡ଼ିଆ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତାଙ୍କ ଓଡ଼ିଆ ସଙ୍ଗୀତ
ଓଃ ସୁନେନା ସୁରମୟ ନେନା।ମୋତେ ତୁ ତୋ ପ୍ରେମରେ ଟୋପା ଟୋପା ମେଘ କରିଦେ। ଗୀତରୁ ଆରମ୍ଭ ହୋଇଛି।ଓଃ ବେବି ଓଃ ବେବି ସଙ୍ଗୀତ ର ତାଳେ ତାଳେ ଝୁମି ଥିଲେ ଦର୍ଶକ।ଲଚକ ମଣି ସହ ଗୁଆ ଘିଅ ଗୀତର ତାଳେ ତାଳେ ଝୁମିଲେ ଦର୍ଶକ।

ବଲିଉଡ ସିଙ୍ଗର ନୀତି ମୋହନ ଆରମ୍ବ ରୁ ଆସି ମେରେ ୟାରା ସଙ୍ଗୀତ ସହ ଝିଅ ମାନଙ୍କୁ ଡେଡିକେଟ କରି ନେନୋ ବାଲେନେ ତୋଡା ମନକା ପ୍ୟାଲା ସଙ୍ଗ ଗୀତ ଗାଈ ସମସ୍ତଙ୍କୁ ମତୁଆଲା କରିଥିଲେ ଏହା ସହ ରୋମାଣ୍ଟିକ ସଙ୍ଗ ଇସ୍କ ୱାଲା ଲଭ ସହ ବ୍ୟାଙ୍ଗ ବ୍ୟାଙ୍ଗ ସଙ୍ଗୀତ ଗାଇ ଗାଇ ମଞ୍ଚ ତଳକୁ ଆସି ଦର୍ଶକଙ୍କ ସହ ସଙ୍ଗୀତ ର ତାଳେ ତାଳେ ନାଚିଥିଲେ ନୀତି । ଜିଆ ଜିଆ ଜିଆରେ ଜିଆ ସଙ୍ଗରେ ତାଳେ ତାଳେ ନାଚିଲେ ଦର୍ଶକ । ଚର୍ଚ୍ଚିତ ମୁଭି ଗଙ୍ଗୁବାଇ ସଙ୍ଗର ଲୋକ ପ୍ରିୟ ସଙ୍ଗ ମେରି ଯାଆଁ ମେରି ଯାଆଁ ଲୋକଙ୍କୁ ବେଶ ଆକୃଷ୍ଟ କରିଥିଲା …. ନୀତି ମୋହନ ଓଡ଼ିଆ ଙ୍କ ପ୍ରିୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇ ଥିଲେ ପ୍ରତେକ ଟି ଓଡ଼ିଆ ଛିଡା ହୋଇ ସଙ୍ଗୀତ ଶୁଣିଥିଲେ । ଏହା ସହ ପ୍ରତି ଟି ଓଡ଼ିଆ ଙ୍କ ପ୍ରିୟ ସମ୍ବଲପୁରୀ ସଙ୍ଗୀତ ରଙ୍ଗବତୀ ଗୀତ ଗାଇ ଥିଲେ । ଏହା ସହ ଷ୍ଟେଜ କୁ କୁନିକୁନି ଝିଅଙ୍କୁ ଡାକି ସେମାନଙ୍କ ସହ ପଞ୍ଜାବୀ ସଙ୍ଗ ତୁ “କ୍ୟାଣ୍ଟି ବିଗ ଫ୍ୟାନ ଦି ପୁରା ଲଣ୍ଡନ ଘୁମକଦା ସଙ୍ଗ” ରେ ନାଚିଥିଲେ ନୀତି ଶେଷରେ ଖିଚ ମେରି ଫଟୋ ସହ ଦମ ମାରୋ ଦମ ,ଲେଲା ମେ ଲେଲା ,ଶେଷରେ ହଙ୍ଗମା ହୋ ଗେୟା ହଙ୍ଗମ ହୋ ଗେୟା ଗାଈ ଦର୍ଶକଙ୍କୁ ମତୁଆଲା କରିଥିଲେ ।

ନିତୀ ମୋହନଙ୍କ ପରେ ଦିବ୍ୟ କୁମାର ଆଜ ମେରା ଦିଲ ବୋଲେ ସଙ୍ଗ ସହ ଷ୍ଟେଜକୁ ଆସି ନିଜର ଯଲବା ଦେଖାଇ ଥିଲେ । ପରେ ରୋମାଣ୍ଟିକ ଟ୍ରାକ “ତେରେ ବିନ ନେହିଁ ଲଗତା ମେରି ଢୋଲନା” ସଙ୍ଗରେ ମତୁଆଲା କରିଥିଲେ ଦର୍ଶକଙ୍କୁ ପରେ “ମନ ମସ୍ତ ମଗନ ମଗନ ଦୋହରାଏ” ସହ “ଦିଲ ତୋ ବଚା ହେ ଜି ,ଜରା କଂଚା ହେ ଜି “ସଙ୍ଗରେ ଝୁମିଥିଲେ ଦର୍ଶକ । ଲୋକପ୍ରିୟ ସଙ୍ଗୀତ କେଶରୀ ୟା ସଙ୍ଗ ଦର୍ଶକଙ୍କ ମନକୁ ଛୁଇଁ ଥିଲା । ଦିଲ ଶାଡା ଚୋରି ହୋଗେୟା ଦିଲ କି କରିଏ ସଙ୍ଗରେ ଦର୍ଶକ ନାଚିକି ମତୁଆଲା ହୋଇଛନ୍ତି । ଗରବା ସଙ୍ଗ “ସେହ ନାଇ “ସଙ୍ଗରେ ନାଚିଥିଲେ ଦର୍ଶକ ।

Leave A Reply

Your email address will not be published.