1-ଶ୍ରୀଜିଉଙ୍କ ନୀତିକାନ୍ତି ପରେ ଗୋଟି ପହଣ୍ଡିରେ ଜନ୍ମ ବେଦୀକୁ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି।
2-ବୋଲବମ୍ରେ ରୋକ ଲଗାଇଲେ ସରକାର।କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି କାଉଡ଼ିଆ।
3-ଜୁନିୟର କଲେଜ ଚାହିଁଲେ ସିଟ ବଢ଼ାଇବା ନେଇ ଆବେଦନ କରିପାରିବେ। ସିଟ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ ପାଇଁ ନିର୍ଦେଶ।
4-୧୦୦ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ତିଆରି ହେବ ଗୋଟିଏ ସେଣ୍ଟର।
5-ଭୁବନେଶ୍ୱର:ପାଣିରେ ପଡ଼ିଲା କୋଟି କୋଟି ଟଙ୍କା: ରାସ୍ତା କଡ଼ରେ ଖତ ଖାଉଛି “ମୋ ସାଇକେଲ”
6-ପାଟଣା:ପଦ୍ମଶ୍ରୀ ଦଇତାରୀ ନାଏକଙ୍କୁ ମିଳିଲା ଭୂମିପୁତ୍ର ସମ୍ମାନ।
7-ଦେବଗଡ:ଠକେଇ ଓ ଜାଲିଆତି ମାମଲାରେ ଜିନ୍ଦଲ ମୋଟର୍ସର ମାଲିକ ଗିରଫ।
8-ଆକାଶରୁ ଖସିଲା ମୃତ୍ୟୁ, ରାଜ୍ୟରେ ଗତକାଲି ବଜ୍ରପାତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି।
9-ବିଜୁଳି ଦର ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି, ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଧାରଣା।
10-ଦେଶରେ କମୁଛି କରୋନା ସଂକ୍ରମଣ, ହେଲେ ବଢୁଛି ମୃତ୍ୟୁ ସଂଖ୍ୟା । ୧୧୮ ଦିନ ପରେ ଚିହ୍ନଟ ହେଲେ ସର୍ବନିମ୍ନ ଆକ୍ରାନ୍ତ ।
11-ପତଞ୍ଜଳୀ ଆଣିବ ଆଇପିଓ ! ସହଯୋଗୀ କମ୍ପାନୀ ରୂଚୀ ସୋୟା କମ୍ପାନୀର ଏଫପିଓ ଲଂଚ୍ ଅବସରରେ ବାବା ରାମଦେବଙ୍କ ଘୋଷଣା ।
12-ପଞ୍ଚମ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହେଲେ ଶେର ବାହାଦୁର ଦେଓବା।