ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଶ୍ଚିମବଙ୍ଗରେ ଶାସକ ରାଜନୈତିକ ଦଳ ତୃଣମୂଳ କଂଗ୍ରେସର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି। ହ୍ୟାକରମାନେ ଟ୍ୱିଟରରେ ଏହାର ନାମ ୟୁଗା ଲ୍ୟାବରେ ପରିବର୍ତ୍ତନ କରିଛନ୍ତି।
All India Trinamool Congress' Twitter account appears to be hacked. pic.twitter.com/wyE417xG0c
— ANI (@ANI) February 28, 2023
ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ହ୍ୟାକର୍ସମାନେ କୌଣସି ବିବାଦୀୟ ଟୁଇଟ କରିନାହାନ୍ତି । ଏହାକୁ କିପରି ପ୍ରତ୍ୟାବର୍ତ୍ତନ କରାଯାଇପାରିବ, ତାକୁ ନେଇ ଯୋଜନା ଚାଲିଛି ।