ମୋଦିଙ୍କୁ ଏପରି କହିଲେ ସୋନିଆ ଗାନ୍ଧୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ  କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।

ସେ କହିଛନ୍ତି, ଆଜି ସରକାର ଏକ ଅଭିଯାନ ଅଧୀନରେ ନ୍ୟାୟପାଳିକାକୁ ସାମ୍ବିଧାନିକ ଅନୁଷ୍ଠାନଗୁଡିକର ଅପବ୍ୟବହାର ତଥା ନଷ୍ଟ କରିବା ସହିତ ସେମାନଙ୍କ ଉପରେ ଚାପ ପକାଉଛନ୍ତି।ସେ ଆହୁରି କହିଛନ୍ତି, ଆମ୍ବେଦକରଙ୍କ ଦୂରଦୃଷ୍ଟିସମ୍ପନ୍ନ ଚେତାବନୀକୁ ମନେ ରଖିବାକୁ ହେବ ଯେ ଏକ ସମ୍ବିଧାନର ସଫଳତା ସେହିମାନଙ୍କ ଆଚରଣ ଉପରେ ନିର୍ଭର କରେ ଯେଉଁମାନଙ୍କୁ ଶାସନ ଦାୟିତ୍ୱ ଦିଆଯାଇଛି।

ଆଜି ସରକାର ସାମ୍ବିଧାନିକ ଅନୁଷ୍ଠାନଗୁଡିକର ଅପବ୍ୟବହାର କରୁଛନ୍ତି ଏବଂ ଏହାକୁ ନଷ୍ଟ କରୁଛନ୍ତି। ସ୍ବାଧୀନତା, ସମାନତା, ଭ୍ରାତୃଭାବ ଏବଂ ନ୍ୟାୟର ମୂଳଦୁଆ କ୍ଷୁର୍ଣ୍ଣ ହେଉଛି।

Leave A Reply

Your email address will not be published.