ଓଡ଼ିଶାରେ ପ୍ରଥମ: ଔରା ସାଲୁନ ଏକାଡେମୀ କରୁଛି ୩ ଦିନିଆ ହାଇଡ୍ରା ଫେସିଆଲ ସେମିନାର

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଆସନ୍ତା ଅଗଷ୍ଟ ୧ରୁ ୩ ଦିନିଆ ଔରା ସାଲୁନ ଏକାଡେମୀର ୩ ଦିନିଆ ହାଇଡ୍ରା ଫେସିଆଲ ସେମିନାରର ଆୟୋଜନ କରୁଛି ଔରା ସାଲୁନ ଏକାଡେମୀ। ମାତ୍ର ୧୫୦୦ ଟଙ୍କାର ଦେୟ ବିନିମୟରେ ଏହି ସେମିନାରରେ ଯେ କେହି ବି ଅଂଶ ଗ୍ରହଣ କରିପାରିବେ। ଏଥିରେ ତିନୋଟି ବିଭାଗ ରହିଛି। ଯଥାକ୍ରମେ- ଆଗିଂ, ମେଚୋର, ଟିନଏଜ ଭଳି ତିନୋଟି ବିଭାଗ ରହିଛି। ଏଭଳି ସେମିନାର ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ସେମିନାର ଟି ଭୁବନେଶ୍ବର ଟଙ୍କପାଣି ରୋଡ ସ୍ଥିତ ଆଇବିଏଲ୍ ହାଉସରେ ଆୟୋଜନ ହେବାକୁ ଯାଉଛି। ବର୍ତମାନ ସମୟରେ ବିବାହ ବ୍ରତ ହେଉ କି ପୂଜା ପର୍ବାଣୀ ହେଉ ସବୁ ବର୍ଗର ଲୋକ ଫିସିଆଲକୁ ଗୁରୁତ୍ଵ ଦେଉଥିବା ବେଳେ ଏହି ସେମିନାର ଟି ସମସ୍ତଙ୍କ ପାଇଁ ବେଶ୍ ଉପାଦେୟ ହେବ। ଯଦି କେହି ଇଚ୍ଛୁକ ବ୍ୟକ୍ତି ୱାର୍କସପରେ ଅଂଶଗ୍ରହଣ କରିବାକୁ ଚାହୁଁଥିବେ 9124875062 ନମ୍ବର ଯୋଗାଯୋଗ କରି ରେଜିଷ୍ଟର କରିପାରିବେ। ଏଥିରେ ଅଂଶ ଗ୍ରହଣ କରିଥିବା ସବୁ ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ଔରା ସାଲୁନ ଏକାଡେମୀରେ ପାଖାପାଖି ୨୦ ଟି କୋର୍ସ ରହିଛି । ଯେଉଁଥିରେ ମାସକଠୁ ନେଇକି ୨ ବର୍ଷ ପର୍ଯ୍ୟନ୍ତି କୋର୍ସର ସୁବିଧା ରହିଛି । ସେଥିରେ ବ୍ରୋର୍ଡ ବି ୩ ଟା କାଟାଗୋରୀ ରହିଛି । ସ୍କିନ, ହେୟାର ଓ ମେକପ ଭଳି ଏହା ୩ ଟି କାଟାଗୋରିରେ ଅନ୍ତର୍ଭୂକ୍ତ । ଏଥିରେ ଚାକିରୀ ସୁଯୋଗ ମଧ୍ଯ ରହିଛି। ଯାହା ଇଣ୍ଟରନେସନାଲ କାଟାଗୋରୀ ସହ ସମାନ ।

Leave A Reply

Your email address will not be published.