ମେଡ଼ିକାଲରେ ଇଂରେଜୀ ଶାସନ ।

ସ୍ବାସ୍ଥ୍ୟରେବି ଶାସନ

0

ଓଡ଼ିଆ ନ୍ୟୁଜ, ଯାଜପୁର :ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ନେଇ ନାନାଦି ଯୋଜନା କରୁଥିବା ବେଳେ ସ୍ୱାସ୍ଥ୍ୟ କର୍ମି କିନ୍ତୁ ନିଜକୁ ଅସୁରକ୍ଷିତ ଆମେ କୋହୁଛୁ ଯାଜପୁର ଜିଲ୍ଲା କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଏଲଟି ମୋନାଲିସା ସାହୁଙ୍କ କଥା ମୋନାଲିସା କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଲଟି ଭାବେ କାର୍ଯ୍ୟ ରତ ଥିବାବେଳେ ତାଙ୍କୁ କୋରେଇ ଥାନା ଅଞ୍ଚଳର ସୁରେନ୍ଦ୍ର ବରାଳ ନାମକ ଜଣେ ବ୍ୟକ୍ତି ଆସି ୫୦୦୦ଦେବୁତ ମୋ ଏରିଆରେ ରହିବୁ ନହେଲେ ଜିଲ୍ଲା ପାର କରିଦେବି ଏମିତି ଧମକ ଦେଇଥିଲେ ଯାହାକୁ ନେଇ ମୋନାଲିସା କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଭବାନିଶଙ୍କର ଙ୍କୁ ଜାଣାଇଥିଲେ ମଧ୍ୟ ବାବୁ ଜଣଙ୍କ ମୁଁ ଏ ବିଷୟରେ କିଛି କହିପାରିବିନି ତମେ ଯାହା ଥାନାରେ କଣ କରିବ କହିଲାରୁ ମୋନାଲିସା କୋରେଇଥାନାକୁ ଏତଲା କରିବାକୁ ଆସୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା କୋରେଇ ମେଡିକାଲ ରେ ସୁରେନ୍ଦ୍ର ବରାଳଙ୍କ ପିଲା ମୋନାଲିସା ଙ୍କୁ ଗାଡି ସାଇଟି ମାରି ଭୟବିତ ମଧ୍ୟ କରିଥିଲେ ଯାହାକୁ ନେଇ ମୋନାଲିସା କୋରେଇ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ଏଠି ପ୍ରଶ୍ନ ଉଠୁଛି

(୧)ସରକାରୀ ମେଡିକାଲ ରେ କିଏ ଏହି ସୁରେନ୍ଦ୍ର ବରାଳ

 

(୨)କଣ ମେଡିକାଲ ରେ ଚାଲିବକି ବ୍ରଟିସି ଶାସନ ଯଦି ନା କାହିଁକି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି

 

(୩)ନା ମେଡିକାଲ ଅଫିସର ପାଖରେ ପୋଷାଗୁଣ୍ଡା ରଖି ନିଜର ଦବଦବା ଦେଖେଇବାକୁ ଚାହୁଁ ଛନ୍ତି

 

(୪)କାହା ବଳରେ ବଳିଆନ ହୋଇ ଫାର୍ମାସିଷ୍ଟ ପଣ୍ଡାବାବୁ ଗଣମାଧ୍ୟମ ର ପ୍ରତିନିଧି ଙ୍କୁ ଦେଖୋଉଛନ୍ତି ନାଲିଆଖି

 

(୫)କାହିଁକି ଏ ଵିଷୟରେ ଧ୍ୟାନ ଦେଉନାହାନ୍ତି ମେଡିକାଲ ଅଫିସର ଭାବାନିଶଙ୍କର

 

ତେବେ ଦେଖିବାକୁ ବାକି ରହିଲା ମୋନାଲିସା ଙ୍କୁ କେବେ ନ୍ୟାୟ ମିଳୁଛି ଆଉ ଦୋଷି ବିରୁଧରେ କେବେ କାର୍ଯ୍ୟଅନୁଷ୍ଠାନ ହେଉଛି

Leave A Reply

Your email address will not be published.