ଇଞ୍ଜେକ୍ସନ ଦେବା ନାଁରେ ଦେହ ସୁଖ

0

ଓଡ଼ିଆ ନ୍ୟୁଜ, କଟକ : ମେଡିସିନ ଷ୍ଟୋର ମାଲିକଙ୍କ ଜଘନ୍ୟ କାଣ୍ଡ । ଇଞ୍ଜେକସନ ଦେବା ନାରେ ନାବାଳିକ ସହିତ ଦୁଷ୍କର୍ମ । ତେବେ ସୂଚନା ମୁତାବକ, ଜ୍ଵର ଔଷଧ ନେବାକୁ ଆସିଥିବା ନାବାଳିକା କୁ କେହି ନ ଥିବା ର ସୁଯୋଗ ରେ ଇଞ୍ଜେକସନ ଦେବ ବୋଲି ଡାକି ଘର ଭିତରକୁ ନେଇ ନାବାଳିକା ସହିତ ଦୁଷ୍କର୍ମ କଲା ନର ପିଶାଚ।

ଏପରି ଏକ ଜଘନ୍ୟ କାଣ୍ଡ ଘଟିଛି ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମ ର ଶ୍ରୀ ଜଗନ୍ନାଥ ମେଡ଼ିସିନ ଷ୍ଟୋର ର ମାଲିକ ପ୍ରଶାନ୍ତ କୁମାର ନାୟକ। ଶଙ୍କରପୁର ଗ୍ରାମ ର ନାବାଳିକା ଝିଅ ଟି ଜ୍ୱର ହୋଇଥିବା ରୁ ମେଡ଼ିସିନ ପାଇଁ ଶ୍ରୀ ଜଗନ୍ନାଥ ମେଡ଼ିସିନ ଷ୍ଟୋର ଯାଇଥିଲେ ।

ଜ୍ୱର ଭଲ କରିବାକୁ ଇଞ୍ଜେକ୍ସନ ଦେବାକୁ ଘର ଭିତରୁ ଡାକି ନାବାଳିକା ସହିତ ଦୁଷ୍କର୍ମ କରିଥିବା ନେଇ ଚୌଦ୍ୱାର ଥାନା ରେ ଅଭିଯୋଗ ହୋଇଛି। ଅଭିଯୋଗ କୁ ଭିତ୍ତି କରି ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଂଜନ ସାହୁ ଘଟଣା ର ତଦନ୍ତ କରିବା ସହ ପ୍ରଶାନ୍ତ ନାୟକ ଙ୍କୁ ଗିରଫ କରିଛନ୍ତି।

 

Leave A Reply

Your email address will not be published.