ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସରକାରଙ୍କ ଆବାସ ଯୋଜନା କାହା ପାଇଁ ଯଦି ପାଉ ନାହାନ୍ତି ଆଦିବାସୀ ଗରିବମାନେ | ରାୟଗଡା ଜିଲ୍ଲା କଲ୍ୟାଣୀସିଂହପୁର ବ୍ଲକ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ନିକଟରେ ଥିବା ଉପରପୋଳି ଗ୍ରାମର ଆଦିବାସୀ ଗରିବ ଡଙ୍ଗରୀଆ କନ୍ଧ ମାନେ ଇନ୍ଦ୍ରାବାସ ଗୃହ ପାଇ ପାରୁନାହାନ୍ତି ଆବାସ ଯୋଜନା |
ସରକାର ଙ୍କ ମାଲ ମାଲ ଆବାସ ଯୋଜନା ମୋ କୁଡ଼ିଆ ଯୋଜନା କାହା ପାଇଁ ଉନ୍ନିତି ନାଁ ରେ କୋଟି କୋଟି ଟଙ୍କା ଯାଉଛି କୁଆଡେ| ସ୍ୱାଧୀନତା ର 77 ବର୍ଷ ବିତିଗଲା ପରେ ବି ଆଦିବାସୀ ଗରିବ ମାନେ ଯୋଉ ଅବସ୍ଥା ରେ ଥିଲେ ଆଜି ବି ସେଇ ଅବସ୍ଥା ରହୁଥିବା ଦେଖିବାକୁ ମିଳିଛି | ଏଇଟି କାର ଆଦିବାସୀ ଡ଼ଙ୍ଗରିଆ କନ୍ଧଙ୍କୁ ପ୍ରଶାସନର ଦୁଷ୍ଟି ପଡୁନାଇଁ | ଏଇଠି କାହିଁକି ଗରିବ ନିରୀହ ଲୋକଙ୍କୁ ମିଳୁନି ଆବାସ ଯୋଜନା ରେ ଘର ଆଜିବି ଝାଟିମାଟି କୁଡ଼ିଆ ରେ କଟୁଛି ଲୋକଙ୍କ ଜୀବନ ଅନେକ ଆସୁବିଧା ରେ ମେଣ୍ଟଛି ତାଙ୍କ ପରିବାର |
ପୁଲମେ ନାମକ ଜଣେ ମହିଳା ଙ୍କୁ କେବେ ବିଳିବ ଆବାସ ଯୋଜନା ରେ ଘର | ଦେଖିବାକୁ ବାକି ରହିଲା ଏଇ ଗରିବ ଆଦିବାସୀ ଡ଼ଙ୍ଗରିଆ କନ୍ଧମାନେ କେବେ ପାଇବେ ସରକାରୀ ଙ୍କ ସୁବିଧା ସୁଯୋଗ |