ମା ଥାନପତି ବିଚିତ୍ର ଲିଳା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  କେନ୍ଦ୍ରାପଡ଼ା ଜିଲ୍ଲା ମା ଗଜଲକ୍ଷ୍ମୀ ସାତ ଦିନ ବ୍ୟାପୀ ପୂଜା ପାଇଥାନ୍ତି ଭିନ୍ନ ଭିନ୍ନ ଦେବା ଦେବୀ ବିଭିନ୍ନ ମଣ୍ଡପ ରେ ପୂଜା ପାଇଥାନ୍ତି|  କିନ୍ତୁ ପୁରୂଣା ବସଷ୍ଟାଣ୍ଡସ୍ଥିତ ମା’ ଗଜଳଷ୍ମୀଙ୍କର ଏକ ଅଲୋକିକ ଶକ୍ତି ଅଛିବୋଲି ଲୋକେ ବା ଭକ୍ତମାନକଂ ମୁଖରୁ ଜଣାପଡେ । ଅନ୍ୟାନ୍ୟ ମଣ୍ଡପ ଠାରୁ ଏହି ମଣ୍ଡପର ଏକ ସୋତ୍ୱନ୍ତ୍ରତା ରହିଛି ।ଏହି ପୂଜ୍ଜା ମଣ୍ଡପର ପୂଜ୍ଜା ବିଧୀ ସ୍ୱତନ୍ତ୍ର ବା ସମ୍ପୂର୍ଣ୍ନଭାବେ ନିଆରା ଓ ଅଲାଗା ।

ଅନ୍ୟ ମଣ୍ଡପରେ ଘଣ୍ଟ ଘଣ୍ଟି ବାଜୁଥିବା ବେଳେ ଏହି ପୂଜ୍ଜା ମଣ୍ଡପରେ ହାତ ବାଡା ଘଣ୍ଟୀ ବଦଳରେ ଶଖ୍ଖଂ ବଜାଯାଇ ପୂଜ୍ଜା କରାଯାଇଥାଏ ।ଏଠାରେ ମା କୁଆଁରୀ ଲଖ୍ମୀ ରୂପେ ପୂଜ୍ଜା ପାଇଥାନ୍ତି ବା ମଣ୍ଡପରେ ବିଜେ କରିଥାନ୍ତି । ଯଦି କାହାର କିଛି ମନଷ୍କାମନା ଥାଏ ତେବେ ଭକ୍ତିର ସହିତ ଗୁଆ ବସାଇଲେ ମା ନିଜର ମନଷ୍କାନା ପୂରଣ କରିଥାନ୍ତି ।ମା’ ଙ୍କ ପାଖରେ ଅର୍ଥାତ୍ ମା’ ଙ୍କ ଲଷ୍ମୀ ମଣ୍ଡପ ନିକଟରେ ଥିବା ଗଛରେ ୭-ଦିନକାଳ ଏକ ଜୀବନ୍ତ ପେଚା ବସିରହିଥାଏ ।

ଏହି ମଣ୍ଡପ ସମ୍ପୁର୍ଣ୍ନଭାବରେ ଏକ ଅଲୌକିକ ମଣ୍ଡପ । ପ୍ରତିଦିନ ମାକଂ ମଣ୍ଡପକୁ ଶତାଧୀକ ଭକ୍ତ ମାନକଂର ଭିଡ ଜମିଥାଏ ମାକଂ ଦର୍ଶନ ନିମନ୍ତେ । ଏହି ମଣ୍ଡପରେ ମାକୁଂ ଦର୍ଶନ କଲେ ମା’ ଙ୍କ କରୁଣା,ସାନିଧ୍ୟ ସହିତ ଆର୍ଶୀବାଦ୍ ମିଳିଥାଏ ବୋଲି ପ୍ରାୟ ୯୦ ବର୍ଷର ତୁଳସୀକ୍ଷେତ୍ର ଲୋକଗାଥା ରେ ବର୍ଣ୍ନିତ ଅଛି ବୋଲି ପୁଜା ମଣ୍ଡପର ପୂଜକ ଓ କର୍ମ କର୍ତ୍ତା କୁହନ୍ତି।

Leave A Reply

Your email address will not be published.