ରାଇରଙ୍ଗପୁରରେ କାର୍ତ୍ତିକେଶ୍ବର ପୂଜା ମହାସମାରୋହରେ ପାଳିତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ରାଇରଙ୍ଗପୁରରେ କାର୍ତ୍ତିକେଶ୍ବର ପୂଜା ମହାସମାରୋହରେ ପାଳିତ | ଆଜକୁ ୨୯ ବର୍ଷ ହେବ ରାଇରଙ୍ଗପୁର ସହରସ୍ତ ଜଗନ୍ନାଥ ମ୍ୟାକେର୍ଟ ନିକଟରେ କାର୍ତ୍ତିକେଶ୍ବର ପୂଜା ମହାସମାରୋହରେ ପାଳିତ ହୋଇଆସୁଛି |

ସୁନ୍ଦର ସାଜସଜ୍ୟା ସାଙ୍ଗକୁ ଲାଇଟ ଡଡେକୋରେେସନ ମୃଣ୍ମୟ ମୂର୍ତ୍ତୀ ଅତିଆକର୍ଷଣୀୟ ପରିଲକ୍ଷିତ ହେଉଛି |ଏଥିରେ କାର୍ତ୍ତିକେଶ୍ୱର ପୂଜା କମିଟି ସଭାପତି ମନମୋହନ ପ୍ରଧାନ , ସମ୍ପାଦକ ବିନୋଦ ବଳ କୋଷାଧ୍ୟକ୍ଷ ଓମ ପ୍ରକାଶ ଷଡଙ୍ଗୀ,ବରିଷ୍ଠ ସଦସ୍ୟ କଲି ଚରଣ ସାହୁ, ମକରୁଲାଲ ମହାନ୍ତ, ଏବଂ ଅନ୍ୟ ତମ ସଦସ୍ୟ ଙ୍କ ମଧ୍ୟରେ ବିଜୟ କୁମାର ପୁଥାଳ,ଉତମ ମହାନ୍ତି ,ଯୁଗଳ ଦାସ,ବାବୁ ରଣା, ଛାକୁରାମ ମୁର୍ମୁ, ନିହାର ବେହେରା ,ଜ୍ୟୋତି ପ୍ରକାଶ ମହାନ୍ତି,ଅସିତ କୁମାର ମହାକୁଡ଼,ଅର୍ଜୁନ ପରମାଣିକ,କିଶୋର ବେହେରା,ସୁଶାନ୍ତ ବଳ ଯୋଗ ଦେଇଥିଲେ |

ଚିତ୍ତ ରଞ୍ଜନ ସେଠି,ମୋହିତ ରାମ ,ରୁଦ୍ର ଦାସ କର୍ତ୍ତା ସଞ୍ଜୟ କୁମାର ପୁଥାଳ ଏବଂ ପୂଜକ ପ୍ରସନ୍ନ କୁମାର ଷଡଙ୍ଗୀ ଙ୍କ ସହିତ ସହଯୋଗୀ ପୂଜକ ଶ୍ରୀ ଜ୍ୟୋତି ପ୍ରକାଶ ମିଶ ଙ୍କ ଦ୍ଵାରା ମହା ଆଡମ୍ବରରେ କାର୍ତ୍ତିକେଶ୍ୱର ପୂଜା କାର୍ଯ୍ୟକ୍ରମ ଅନେକ ସ୍ବେଛା ସେବୀ ଙ୍କ ସହଯୋଗ ରେ ସମ୍ପାଦିତ ହୋଇଯାଇଛି। ଉକ୍ତ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କର ଜନଗହଳି ଲାଗିରହିଛି |

Leave A Reply

Your email address will not be published.