ଭୟାବହ ଅଗ୍ନିକାଣ୍ଡ ରେ ୧୫ ଟି ଦୋକାନ ଜଳିପୋଡି ପାଉଁଶ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଭୟାବହ ଅଗ୍ନିକାଣ୍ଡ ରେ ୧୫ ଟି ଦୋକାନ ଜଳିପୋଡି ପାଉଁଶ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ।  ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଇରମ ଗ୍ରାମ ପଞ୍ଚାୟତ ରଥପଦା ଵଜାଇ ରେ ନିଆଁ ଲାଗିଥିବାର ଦେଖାଯାଇଛି।

ସବୁ ଦିନ ପରି ଗତକାଲି ରାତିରେ ଦୋକାନୀ ଭାଇ ମାନେ ନିଜ ନିଜ ର ବେପାର କରିସାରିବା ପରେ ନିଜ ନିଜ ର ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।ହେଲେ ଘରକୁ ଯିବାର କିଛି ସମୟ ପରେ ଏମିତି ଏକ ଅଘଟଣ ଘଟିଵ ଵୋଲି ସେମାନେ ସ୍ବପ୍ନ ରେ ଵି ଭାବି ନଥିଲେ।

ଦଇବ ଯେତେବେଳେ ଦାଉ ସାଜିବ ସେତେବେଳେ ଆମେ ତ ଛାର୍ ମଣିଷ।ହେଲେ ଦୋକାନୀ ଭାଇ ମାନେ ଏଵେ ନିଜର ଜୀବିକା ହରାଇ ଥିବା ଦେଖଯାଇଛି।ଦୋକାନୀ ଭାଇ ମାନଙ୍କୁ ସରକାରୀ ସହାୟତା ପାଇଁ ସାଧାରଣ ରେ ଦାବି ହେଉଛି।

Leave A Reply

Your email address will not be published.