ଜଳେଶ୍ବରରେ ବିଜୁଜନତା ଦଳ ର୨୭ ତମ ପ୍ରତିଷ୍ଠା ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳେଶ୍ବର ରେ ବିଜୁଜନତା ଦଳ ର୨୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମନ୍ତ୍ରୀ ଙ୍କ ଉପସ୍ଥିତି ରେ କାଳୀମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଗଣଦୌଡ ଅନୁଷ୍ଠିତ ।

ସୂଚନା ଅନୁସାରେ ଆଜି ୨୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଜୁଜନତା ଦଳ ପକ୍ଷରୁ ଜଳେଶ୍ବର କାଳୀମନ୍ଦିର ଠାରୁ ବଡ଼ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଗଣଦୌଡ ସହ ପୂଜାର୍ଚ୍ଚନା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର ଙ୍କ ଉପସ୍ଥିତି ରେ ମ୍ଯୂନସିପାଲଟି ଚେୟାରମେନ ପ୍ରତୀପ କୁମାର ପ୍ରଧାନ, ବ୍ଲକ ଚେୟାରମେନ ମାନସ କୁମାର ଜେନା, ଜିଲ୍ଲାପରିଷଦ ଉପାଧ୍ଯଖ୍ଯା ଅନୁସୟା ପ୍ରଧାନ, କାଉନସିଲର ସୈଫୁଦ୍ଦିନ,

ସୁରଜ୍ ଚୈ।ରାସିଆ,ଆବାସ ଅଲ୍ଲି, ଗୋବିନ୍ଦ ସାହୁ, ଚିତ୍ତରଞ୍ଜନ ମହାନ୍ତି, ପ୍ରତିନିଧି ନିଲୁ ସାହୁ, କବିତା ଧଳ, ପ୍ରତିନିଧି ବିଜୟ ରଣା,ଲଖ୍ମଣ ସରେନ, ବିଧାୟକ ପ୍ରତିନିଧି ସତ୍ଯଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜଗନ୍ନାଥ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ।

Leave A Reply

Your email address will not be published.