ଖୁବଶୀଘ୍ର ପୌର ନିର୍ବାଚନ

0

ପଂଚାୟତ ନିର୍ବାଚନ ପରେ ଖୁବଶୀଘ୍ର ହେବାକୁ ଯାଉଛି ପୌର ନିର୍ବାଚନ ୩ଟି ମହାନଗର ନିଗମ ୫୯ଟି ଏନଏସିରେ ୪୮ଟି ପୌର ପରିଷଦନିର୍ବାଚନ ଅନୁଷ୍ଠିତ ହେବ । ଯେକୌଣସି ମୁହୂର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ଆହ୍ୱାନ କରିଛି ନଗର ଉନ୍ନୟନ ବିଭାଗ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି । କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ, ମେୟର ପାଇଁ ନିର୍ବାଚନ ହେବ ।

Leave A Reply

Your email address will not be published.