ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ତାଙ୍କ ଶହ ଶହ ସମର୍ଥକ ରାମଚନ୍ଦ୍ରପୁର ଥାନା ସମୁଖରେ ଧାରଣା | ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ସ୍ଵାଧୀନ ପ୍ରାଥିୀଙ୍କ ଧାରଣା |
ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀର ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ତାଙ୍କ ଶହ ଶହ ସମର୍ଥକ ମାନେ ରାମଚନ୍ଦ୍ରପୁର ଥାନା ନିକଟରେ ଆଜି ଧାରଣା ଦେଇଥିଲେ।
ତେବେ ତାଙ୍କ ସମର୍ଥକଙ୍କୁ ପୋଲିସ ଉଦେଶ୍ୟ ମୂଳକ ଭାବେ ଗିରଫ କରାଯାଉଥିବାରୁ ଏହାର ପ୍ରତିବାଦ କରି ଧାରଣା ଦେବାସହ ପୋଲିସ ପ୍ରସାଶନ ଏହିପରି କାର୍ଯ୍ୟରୁ ନିଦା କରିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ ପରେ ଆନନ୍ଦପୁରଏସଡିପିଓଙ୍କ ସହ ଆଲୋଚନା କରିଥିଲେ ।
Comments are closed.