ନାଭାଲ ଅଗ୍ନିଶମ ବାହିନୀର ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଉକ୍ତ ନିଆଁକୁ ଆୟତ୍ତ କରାଯାଇଥିବାରୁ ଧନ ଜୀବନ ଏବଂ ସମ୍ପତ୍ତିର ବ୍ୟାପକ କ୍ଷତି ରୋକିବାରେ ଏହା ସହାୟକ ହୋଇପାରିଥିଲା। ଆଖୁପୋଖରାର ସ୍ଥାନୀୟ ଜନସାଧାରଣମାନେ ନାଭାଲ ଫାୟାର ବ୍ରିଗେଡ୍ରର ତୁରନ୍ତ ସହାୟତା ପାଇଁ ଆଇଏନଏସ ଚିଲିକାକୁ ଧନ୍ୟବାଦ ଜଣାଇଛନ୍ତି।