ପହଲଗାମ ଆତଙ୍କୀ ହମଲା, ଶୁଣାଣି କରିବନି ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ୍: ପହଲଗାମ ଆତଙ୍କୀ ହମଲା ଉପରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ । ପହଲଗାମ ଆକ୍ରମଣର ନ୍ୟାୟିକ ତଦନ୍ତ ପାଇଁ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଆଉ ଏହି ମାମଲାର ଶୁଣାଣି କରିବାକୁ ମନା କରିବା ସହ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ।

ଆବେଦନକାରୀ ଦେଶ ପ୍ରତି ନିଜ ଦାୟିତ୍ୱ ନିର୍ବାହ କରିବା ଉଚିତ । ଏଭଳି ଆବେଦନ ସେନାର ମନୋବଳ ଭାଙ୍ଗିବା ସହ ସେମାନଙ୍କୁ ପ୍ରଭାବିତ କରିପାରେ । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏନ୍ କୋଟେଶ୍ୱର ସିଂଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି ।

Leave A Reply

Your email address will not be published.