ପୁରୀରେ ଏନଏସଜିର ସ୍ୱତନ୍ତ୍ର ଟିମ

0

ଓଡ଼ିଆ ନ୍ୟୁଜ୍: ପୁରୀରେ ଏନଏସଜିର ସ୍ୱତନ୍ତ୍ର ଟିମ। ଶ୍ରୀମନ୍ଦିର ସୁରକ୍ଷା କୁ ନେଇ ଏନ.ଏସ.ଜି ର ଟିମ ପହଂଚିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ କରୁଛି ଆଲୋଚନା।

ଜିଲ୍ଲା ପୋଲିସ ସହ ମଧ୍ୟ ପୂର୍ବରୁ ଆଲୋଚନା କରିଥିବା ବେଳେ ପୁରୀ ଏସପି ଙ୍କ ସହ ଟିମ ଅଧିକ ଆଲୋଚନା କରିବା ନେଇ ରହିଅଛି କାର୍ଯ୍ୟକ୍ରମ। ପହଲଗାମ ଆକ୍ରମଣ ପରେ ଏନଏସଜି ଟିମ ପୁରୀରେ ପହଞ୍ଚି ଥିବା ବେଳେ ସୁରକ୍ଷା ନେଇ ହେବ ଆଲୋଚନା।

Leave A Reply

Your email address will not be published.