ଓଡ଼ିଆ ନ୍ୟୁଜ୍: ପହଲଗାମର ପ୍ରତିଶୋଧ ନେଉଛି ଭାରତ । ପାକିସ୍ତାକୁ ଦେଇଛି ଜବରଦସ୍ତ ଝଟକା । ସବୁଠୁ ଦାମୀ ଫାଇଟର ଜେଟ୍କୁ ମାରି ଖସାଇଲା ଭାରତୀୟ ସେନା । ଗୋଟିଏ F-16 ଏବଂ ୨ଟି JF-17 ଫାଇଟର ଜେଟ୍କୁ ମାରି ଖସାଇଛି ଭାରତ । ପହଲଗାମ୍ର ପ୍ରତିଶୋଧ ନେଇଥିଲା ଭାରତ ।
ଯାହାର ପରିଣତି ହୋଇଥିଲା କି ୬-୭ ତାରିଖରେ ପାକିସ୍ତାନ ସ୍ଥିତ ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତୀୟ । ଯାହାର ଜବାବରେ ଭାରତୀୟ ସୀମାରେ ପ୍ରବେଶ କରି ଆକ୍ରମଣ ପାଇଁ ଉଦ୍ୟମ କରୁଥିଲା । ଯାହାକୁ ପଣ୍ଡ କରିଦେଇଛି ଭାରତୀୟ ସେନା । ଭାରତୀୟ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ ବେଳେ ଗୋଟିଏ F-16 ଏବଂ ୨ଟି JF-17 ଫାଇଟର ଜେଟ୍କୁ ମାରି ଖସାଇଛି ଭାରତ ।