ଟେଷ୍ଟ କ୍ରିକେଟରୁ ଅବସର ନେବେ ବିରାଟ କୋହଲି!

0

ଓଡ଼ିଆ ନ୍ୟୁଜ୍: ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନେଇଛନ୍ତି ନିଷ୍ପତ୍ତି ବିରାଟ କୋହଲି। ଏନେଇ ସେ ବିସିସିଆଇକୁ ଅବଗତ କରାଇଛନ୍ତି । ତେବେ କୋହଲିଙ୍କୁ ଏହି ନିଷ୍ପତ୍ତିକୁ ନେଇ ପୁନର୍ବିଚାର କରିବାକୁ ଅପିଲ୍ କରିଛନ୍ତି ବୋର୍ଡର ଉଚ୍ଚସ୍ତରୀୟ ଅଧିକାରୀ । ଯେଉଁଥିପାଇଁ କୋହଲି ଇଂଲଣ୍ଡ ଗସ୍ତରେ ଟିମ୍‌ର ଅଂଶ ହେବାର ସମ୍ଭାବନା ବହୁତ କମ୍ ରହିଛି।

ବିରାଟଙ୍କ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍‌ ରୋହିତ ଶର୍ମା ୭ ମଇରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି ରେଡ୍‌ ବଲ୍ କ୍ରିକେଟକୁ ଅଲବିଦା କହିଥିଲେ ।

Leave A Reply

Your email address will not be published.