ଇସ୍ତଫା ଦେବେ ୟୁନୁସ !

0

ଓଡ଼ିଆ ନ୍ୟୁଜ୍: ଇସ୍ତଫା ଦେବେ ୟୁନୁସ ! ବାଂଲାଦେଶରେ ପୁଣି ଦେଖାଦେଇଛି ରାଜନୈତିକ ଅସ୍ଥିରତା। ଦେଶର ସ୍ଥିତି ଆଗରେ ନଇଁଛନ୍ତି ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ । ଖୁବ୍‌ ଶୀଘ୍ର ପଦରୁ ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ । ଆଉ ଦେଶକୁ ସମ୍ଭାଳି ପାରିବେ ନାହିଁ ବୋଲି ଗଣମାଧ୍ୟରେ ଚର୍ଚ୍ଚା ।

ବାଂଲାଦେଶରେ ହିଂସା, ଚୋରି ଓ ସଂଖ୍ୟାଲଘୁ ବିରୋଧୀ ଘଟଣା ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇ ପଡିଛନ୍ତି ୟୁନୁସ । ଏଥିପାଇଁ ସେ ଇସ୍ତଫା ଦେବାକୁ ଚିନ୍ତା କରୁଛନ୍ତି ବୋଲି ଚର୍ଚ୍ଚା । କାରଣ ସେ ଅନୁଭବ କରୁଛନ୍ତି ଯେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସହମତି ଅଭାବରୁ କାମ କରିବା କଷ୍ଟକର ହୋଇପଡୁଛି।କାରଣ ମହମ୍ମଦ ୟୁନୁସଙ୍କୁ ବାଂଲାଦେଶ ଆର୍ମି ଚିଫ୍‌ ଚେତାବନୀ ।

Leave A Reply

Your email address will not be published.