ଓଡ଼ିଆ ନ୍ୟୁଜ୍: ପୁଣି ସୁନ୍ଦରଗଡ଼ ନିକଟ ସରଣ୍ଡା ଜଙ୍ଗଲରୁ ଜବତ ହେଲା ବିସ୍ଫୋରକ। ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ । ଝାଡ଼ଖଣ୍ଡ ତିରିଲିପୋଷି ଜଙ୍ଗଲରୁ ବିସ୍ଫୋରକ ଜବତ । ସର୍ଚ୍ଚ ଅପରେସନ୍ ବେଳେ ମିଳିଲା ବିସ୍ଫୋରକ ସାମଗ୍ରୀ ।
ଏଯାଏଁ ୪ ହଜାର ୪୦୦ କେଜିର ବିସ୍ଫୋରକ ଜବତ ହୋଇଛି । ବାକି ଲୁଟ୍ ବିସ୍ଫୋରକ ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଓଡିଶା ସୀମାରୁ ୭ କିଲୋମିଟର ଦୂର ଝାଡ଼ଖଣ୍ଡ ଜରେଇକେଲା ତିରିଲପୋସି ସରଣ୍ଡା ଜଙ୍ଗଲ ବିଟିକିଲ୍ସୟ, ବାଡିକୁଦର, ଟୟୋ, ଜାମଡା ମଧ୍ୟରେ ଲୁଟ୍ ବିସ୍ଫୋରକ ଠାବ କରିଛନ୍ତି ସୁରକ୍ଷାବାହିନୀ ।