ଓଡ଼ିଆ ନ୍ୟୁଜ୍: ସମନ୍ୱୟ ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଭିଡ଼ ସ୍ଥାନକୁ ନଗଲେ ଭଲ। କୋଭିଡ ପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଲୋ ଭାରିଆଣ୍ଟର କୋଭିଡ ଭୂତାଣୁ ଆସିଛି।
ମାସ୍କ ବାଧ୍ୟତା ନୁହେଁ କିନ୍ତୁ ବ୍ୟବହାର କଲେ ଭଲ।ରାଜ୍ୟରେ ୪୯ କରୋନା ଆକ୍ରାନ୍ତ ଚିହ୍ନଟ। ସେପଟେମ ନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ରଥଯାତ୍ରାରେ ୩ ଶହ ଡାକ୍ତର ଚିକିତ୍ସା ସେବା ବୁଝିବେ ବୋଲି କହିଛନ୍ତି।
ଏପରିକି ୧୫ଟି ICU ବେଡ୍, ଅସ୍ଥାୟୀ ବର୍ଣ୍ଣ ୟୁନିଟ ବ୍ୟବସ୍ଥା କରାଯାଇଛି। କୋଭିଡ ପାଇଁ କେହି ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିବା ସହ କୋଭିଡ୍ ପାଇଁ ଆଡଭାଇଜରୀ ମାନିବାକୁ ପରାମର୍ଶ ଦେଇଛନ୍ତି। ଏକରିକି ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ, ମାସ୍କ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି।