ଜୂରରୁ ସୁସ୍ଥ ହେଲେ ମହାବାହୁ, କାଲି ନବଯୌବନ ଦର୍ଶନ

0

ଓଡ଼ିଆ ନ୍ୟୁଜ୍: ଦିନ ପରେ ଭକ୍ତ ଦେଖିବେ ମହାପ୍ରଭୁଙ୍କ କଳା ଶ୍ରୀମୁଖ । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ୮ଟାରୁ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା । ସକାଳ ୮ଟାରୁ ୯ଟା ଯାଏ ଟିକେଟ୍‌ ଦର୍ଶନ ବ୍ୟବସ୍ଥା । ୩ ହଜାର ଟିକେଟ୍‌ର ବନ୍ଦୋବସ୍ତ । ସକାଳ ୯ଟାରୁ ସାଢ଼େ ୧୦ଟା ଯାଏ ସର୍ବସାଧାରଣ ଦର୍ଶନ । ଭକ୍ତମାନେ ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କରିବେ । ଦିନ ୧୨ରେ ହେବ ନେତ୍ରୋତ୍ସବ ।

ତେବେ ଗତବର୍ଷ ରଥଯାତ୍ରା ଦିନ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ । ସେହିପରି ଆଜି ସରିବ ରଥ କାର୍ଯ୍ୟ । କାଲି ଅପରାହ୍ନ ୪ଟାରେ ୧୦ରେ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ସିଂହଦ୍ୱାରରେ ପହଞ୍ଚି ୩ ରଥ ।

Leave A Reply

Your email address will not be published.