ଓଡ଼ିଆ ନ୍ୟୁଜ୍: ପୁରୀ ଶରଧାବାଲି ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା।ଘଟଣାରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର୍।କାଲି ଭୁବନେଶ୍ବର ରାଜ୍ୟ ଅତିଥିଭବନରେ ଅପରାହ୍ନ ପରଠୁ ସାକ୍ଷା।୧୦ରେ ପୁରୀ ସ୍ପେଶାଲ ସର୍କିଟ୍ ହାଉସ୍ରେ ଅପରାହ୍ନ ୩ରୁ ସାକ୍ଷାତ ବ୍ୟବସ୍ଥା।ସୂଚନା କିମ୍ବା ତଥ୍ୟ ଦେବାକୁ ମେଲ୍ ID ଓ ଟେଲିଫୋନ୍ ନଂ ଜାରି puritragedy.enquiry@odisha.gov.inରେ ପଠାଇବାକୁ ଅନୁରୋଧ।ଯୋଗଯୋଗ କରିବା ଟେଲିଫୋନ୍ ନଂ-୦୬୭୪-୨୫୩୬୮୮୨/୨୩୯୧୯୭୦।
ଚଳିତ ରଥଯାତ୍ରା ସମୟରେ ହୋଇଥିବା ଘଟଣାର ଉନ୍ନୟନ ଆୟୁକ୍ତଙ୍କୁ ସରକାର ଦେଇଛନ୍ତି ତଦନ୍ତ ଦାୟିତ୍ଵ। ଦଳାଚକଟା ଘଟଣାର ଭିଡିଓ ଦେବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ସରକାର। ତେଣୁ ଚଳିତ ମାସ ୧୦ ତାରିଖ ଅପରାହ୍ଣ ୩ଟା ପର ଠାରୁ ଆଗ୍ରହୀ ବ୍ୟକ୍ତି ଘଟଣା ସମ୍ପର୍କରେ ଆୟୁକ୍ତଙ୍କୁ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ସାକ୍ଷାତ କରି