ଆହତ ଛାତ୍ର ଜ୍ୟୋତିପ୍ରକାଶଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ବିଧାୟକ

0

ଓଡ଼ିଆ ନ୍ୟୁଜ୍: FM ଛାତ୍ରୀ ଆତ୍ମାହୁତି ବେଳେ ଉଦ୍ଧାର କରିବାକୁ ଯାଇ ଛାତ୍ର ଆହତ ଘଟଣା।ଆହତ ଜ୍ୟୋତିପ୍ରକାଶଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ବାଲେଶ୍ବର ବିଧାୟକ ମାନସ ଦତ୍ତ ମଧ୍ୟ ଜ୍ୟୋତିପ୍ରକାଶଙ୍କୁ ଭେଟିଲେ।SCB ମେଡ଼ିକାଲ୍ ବର୍ଣ୍ଣ ୟୁନିଟକୁ ଯାଇ ଚିକିତ୍ସାଧୀନ ଜ୍ୟୋତିପ୍ରକାଶଙ୍କୁ ଭେଟିଲେ।ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମନ୍ତ୍ରୀ ଓ ବିଧାୟକଜ୍ୟୋତିପ୍ରକାଶ ଜୁଲାଇ ୧୨ ତାରିଖରେ ସୌମ୍ୟାଶ୍ରୀଙ୍କୁ ନିଆଁରୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା

ବେଳେ ନିଜେ ଗୁରୁତର ଭାବେ ପୋଡ଼ି ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାିଥିଲା ଓ ପରେ SCB ମେଡ଼ିକାଲର ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରମାନେ ଜ୍ୟୋତିପ୍ରକାଶଙ୍କ ସ୍ବାସ୍ଥ୍ୟାବସ୍ଥାକୁ ସ୍ଥିର ବୋଲି ଜଣାଇଛନ୍ତି, କିନ୍ତୁ ତାଙ୍କ ପରିବାର ଅଧିକ ଚିକିତ୍ସା ଓ ସହାୟତା ଦାବି କରିଛନ୍ତି।

Leave A Reply

Your email address will not be published.