ତାରିଣୀ ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚ ଟିମର ତନାଘନା

0

ଓଡ଼ିଆ ନ୍ୟୁଜ୍: ସାମ୍ନାକୁ ଆସିଲା ଏଫ୍ ଏମ୍ ଛାତ୍ରୀ ଆତ୍ମହତ୍ୟା ଘଟଣାର ବଡ଼ ପ୍ରମାଣ । ବହୁ ତନାଘନା ପରେ କ୍ରାଇମବ୍ରାଞ୍ଚ ହତାରେ ଲାଗିଛି ପେଟ୍ରୋଲ ସୁରାଗ । ଘଟଣା ଦିନ ବାଲେଶ୍ୱର ତାରିଣୀ ପେଟ୍ରୋଲ ପମ୍ପରେ ଜଣେ ଯୁବତୀକୁ ଦେଇଥିଲେ ପେଟ୍ରୋଲ । ଯୁବତୀ ଜଣକ ବ୍ୟାଟାରୀ ଚାଳିତ ସ୍କୁଟିରେ ଯାଇ ପ୍ଲାଷ୍ଟିକ ବୋତଲରେ ଆଣିଥିଲେ ପେଟ୍ରୋଲ ।ତେବେ କିଏ ସେହି ଯୁବତୀ ପେଟ୍ରୋଲ ପମ୍ପରୁ ସେଦିନ ପେଟ୍ରୋଲ ଆଣିଥିଲା ଯାହା ସ୍ପଷ୍ଟ କରିନାହିଁ କ୍ରାଇମବ୍ରାଞ୍ଚା ସେପଟେ ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । କଲେଜ ନିକଟ ତାରିଣୀ ପେଟ୍ରୋଲ ପମ୍ପରେ ଆଜି ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ ଯାଞ୍ଚ କରିଛି ।

Leave A Reply

Your email address will not be published.