ଦିବ୍ୟା ଦେଶମୁଖ ବିଶ୍ୱ ଚେସ୍‌ ଚାମ୍ପିୟନ

0

ଓଡ଼ିଆ ନ୍ୟୁଜ୍: ଦିବ୍ୟା ଦେଶମୁଖ ହେଲେ ବିଶ୍ୱ ଚେସ୍‌ ଚାମ୍ପିୟନ । ୧୯ ବର୍ଷୀୟ ଯୁବ ଖେଳାଳି ଭାରତର କୋନେରୁ ହମ୍ପିକୁ ପରାସ୍ତ କରି FIDE ଚେସ୍‌ ବିଶ୍ୱକପ ଟାଇଟଲ ଜିତିଛନ୍ତି। ବିଶ୍ୱକପ ଜିତିବା ପରେ ଦିବ୍ୟା ଦେଶମୁଖ ଭାବପ୍ରବଣ ହୋଇଯାଇଛନ୍ତି।

ଚେସ୍‌ ବିଶ୍ୱକପର ଫାଇନାଲ ମ୍ୟାଚ ଜର୍ଜିଆର ବାଟୁମିରେ ଅନୁଷ୍ଠିତ ହୋଇଥିଲା। ଶନିବାର ଏବଂ ରବିବାର ଦିବ୍ୟା ଦେଶମୁଖ ଏବଂ କୋନେରୁ ହମ୍ପିଙ୍କ ମଧ୍ୟରେ ଖେଳାଯାଇଥିବା କ୍ଲାସିକାଲ ମ୍ୟାଚ ଡ୍ର ହୋଇଥିଲା। ଏହି ମ୍ୟାଚ ୧-୧ ଗୋଲରେ ବରାବର ହୋଇଥିଲା। ଏହା ପରେ, ସୋମବାର, ୨୮ ଜୁଲାଇରେ ଦିବ୍ୟା ଦେଶମୁଖ ରାପିଡ ରାଉଣ୍ଡରେ କୋନେରୁ ହମ୍ପିଙ୍କୁ ପରାସ୍ତ କରି ତାଙ୍କର ପ୍ରଥମ ଚେସ୍‌ ବିଶ୍ୱକପ ଟାଇଟଲ ଜିତିଛନ୍ତି।

Leave A Reply

Your email address will not be published.