0

ଓଡ଼ିଆ ନ୍ୟୁଜ୍: ବିଧାନସଭା ଘେରିବେ ୨୦ ହଜାର ମହିଳା।ବିଧାନସଭା ମୌସୁମୀ ଅଧିବେଶନ ଦିନ ଘେରାଉ କରିବେ ମହିଳା। ନାରୀ ନିର୍ଯାତନା ମାମଲାରେ ପଦକ୍ଷେପ ନନେଲେ ଘେରାଉ ଚେତାବନୀ। ଏ ନେଇ  ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ।

ସୂଚନାଯୋଗ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ଏକ ବଡ଼ ଚେତାବନୀ ଦେଇଛନ୍ତି। ମୌସୁମୀ ଅଧିବେଶନ ଦିନ ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ ବୋଲି ପିସିସି ସଭାପତି ଦାସ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.