ଶ୍ରୀମନ୍ଦିର ସୁରକ୍ଷା ସରକାରଙ୍କୁ ଦଣ୍ଡବିଧାନ ପ୍ରସ୍ତାବ

0

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ବୈଠକ ଶେଷରେ ମୁଖ୍ୟ ପ୍ରଶାସକଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା। ଡ୍ରୋନ ଉଡ଼ିବା, ସ୍ପାଏ କ୍ୟାମେରା ନେଇ ଆଲୋଚନା ହୋଇଛି କହିଲେ। ‘ଏସବୁ ଅପଚେଷ୍ଟା ରୋକିବାକୁ ସରକାରଙ୍କୁ ପ୍ରସ୍ତାବ ଦେଉଛୁ’। ମୁଖ୍ୟତଃ ୪ଟି ବିନ୍ଦୁ ଉପରେ ପ୍ରସ୍ତାବ ଦେଉଛୁ- ଅରବିନ୍ଦ ପାଢ଼ୀ।

୧-ଅନଧିକୃତ ବ୍ୟକ୍ତି ଚିତ୍ର ଉତ୍ତୋଳନ କଲେ ଦଣ୍ଡ ବିଧାନ ପ୍ରସ୍ତାବ ‘୨- ମହାପ୍ରଭୁଙ୍କ ସଂସ୍କୃତି, ଗରିମା କ୍ଷୁଣ୍ଣ କଲେ ୭ ବର୍ଷର ଜେଲ୍‌ ଦଣ୍ଡ ପ୍ରସ୍ତାବ’ ‘ଜାମିନବିହୀନ ଗିରଫ ପରୱାନ ସହ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପ୍ରସ୍ତାବ’୩- ଡ୍ରୋନ ଉଡ଼ାଇଲେ, ଇଲେକ୍ଟ୍ରୋନିକ ଡିଭାଇସ ନେଲେ NBW ପ୍ରସ୍ତାବ’୪- ଶ୍ରୀଜଗନ୍ନାଥ ଆଇନରେ ସଂଶୋଧନ କରି ଦଣ୍ଡବିଧାନ ପ୍ରସ୍ତାବ।ସଂଶୋଧନ ପରେ ଖିଲାପକାରୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବିଧାନ ପ୍ରସ୍ତାବ ‘ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି, ଅନୁମୋଦନକୁ ଅପେକ୍ଷା’।

Leave A Reply

Your email address will not be published.