ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଝିଅ ମୃତ, ମା’ ଗୁରୁତର

0

ଓଡ଼ିଆ ନ୍ୟୁଜ୍: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝିଅ ମୃତ, ମା’ ଓ ପୁଅ ଗୁରୁତର। ପାତ୍ରପଡ଼ା V2 ପାଖରେ ରାସ୍ତା ପାର ବେଳେ ଧକ୍କା ଦେଲା ସ୍କର୍ପିଓ ଗାଡ଼ି। ଘଟଣାସ୍ଥଳରେ ୮ ବର୍ଷର ଝିଅ ମୃତ; ମାଆ ଓ ପୁଅ ଏମ୍ସରେ ଭର୍ତ୍ତି।ମାମୁଘରକୁ ଯାଇ ରାକ୍ଷୀ ବାନ୍ଧି ଘରକୁ ଫେରିଲା ବେଳେ ଦୁର୍ଘଟଣା।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.