ଜେରା ବେଳେ ଅସ୍ତରଙ୍ଗ IIC ଫେରାର୍ !

0

ଓଡ଼ିଆ ନ୍ୟୁଜ୍: ଜେରା ବେଳେ ଅସ୍ତରଙ୍ଗ IIC ରାଜେଶ ବଳିଆରସିଂ ଫେରାର୍। କ୍ୟାପିଟାଲ୍ ଥାନାରେ ପଚରାଉଚରା ବେଳେ ପରିସ୍ରା ବାହାନାରେ ଚମ୍ପଟ। IICଙ୍କ ବିରୋଧରେ କୋରାପୁଟରେ ଗଞ୍ଜେଇ ଚାଲାଣର ଅଭିଯୋଗ ଥିଲା।ଭୁବନେଶ୍ବର ୧ ନଂ ହାଟ ପଛ କ୍ବାର୍ଟର୍ସରୁ ଉଠାଇ ଆଣିଥିଲା ଜୟପୁର ପୋଲିସ୍।

କ୍ୟାପିଟାଲ ଥାନାରେ ଜେରା ବେଳେ IIC ରାଜେଶ ବଳିଆରସିଂ ଫେରାର୍। ଅସ୍ତରଙ୍ଗ ଥାନା IIC ରାଜେଶ ବଳିଆରସିଂହ ନିଲମ୍ବିତ। IIC ରାଜେଶ ବଳିଆରସିଂହଙ୍କୁ ନିଲମ୍ବିତ କଲେ ପୋଲିସ DG। ଜୟପୁର SI ଥିବାବେଳେ କାର୍ଯ୍ୟରେ ଅବହେଳା ନେଇ ଆକ୍ସନ।

Leave A Reply

Your email address will not be published.