ପୁଅଝିଅଙ୍କୁ ଉଦ୍ଧାର ବେଳେ ଗାଁ ଲୋକେ-ପୋଲିସ୍ ମୁହାଁମୁହିଁ

0

ଓଡ଼ିଆ ନ୍ୟୁଜ୍: ପୁଅଝିଅଙ୍କୁ ଉଦ୍ଧାର ବେଳେ ଗାଁ ଲୋକେ-ପୋଲିସ୍ ମୁହାଁମୁହିଁ। ବଙ୍ଗୋମୁଣ୍ଡା ଥାନା ବିରିପାଲ୍ଲୀ ଗାଁରେ ପୋଲିସ ସହ ଧସ୍ତାଧସ୍ତି।୫ ଦିନ ତଳେ ପୁଅ-ଝିଅ ଫେରାର୍ ଥିଲେ।ଏନେଇ ଝିଅ ଘର ଲୋକେ ଲିଖିତ ଅଭିଯୋଗ କରିଥିଲେ। ସୂଚନା ପାଇ ପୋଲିସ ଏକ ଘରୁ ଉଭୟଙ୍କୁ ଉଦ୍ଧାର କରିଥିଲା।ଉଦ୍ଧାର କରି ନେବା ବେଳେ ଉତ୍ତେଜନା, ପୁଅକୁ ଆକ୍ରମଣ ଉଦ୍ୟମ।ଝିଅ ଘର ଲୋକ ଆକ୍ରମଣ କରିବା ବେଳେ ଅଟକାଇବାରୁ ପୋଲିସ ସହ ଧସ୍ତାଧସ୍ତି।ପୋଲିସକୁ ଆକ୍ରମଣ ଅଭିଯୋଗରେ ଥାନାରେ ମାମଲା ରୁଜୁ।

Leave A Reply

Your email address will not be published.