ଲଗାଣ ବର୍ଷାରେ ବେହାଲ ମୁମ୍ବାଇ

0

ଓଡ଼ିଆ ନ୍ୟୁଜ୍: ଲଗାଣ ବର୍ଷାରେ ବୁଡ଼ିଲା ମାୟାନଗରୀ ମୁମ୍ବାଇ।ରାସ୍ତା ଉପରେ ପାଣି ପ୍ରବାହିତ, ଗମନାଗମନ ପ୍ରଭାବିତ। ଲଗାଣ ବର୍ଷାକୁ ନେଇ ହାଇଆଲର୍ଟରେ ମୁମ୍ବାଇ, ସତର୍କ ରହିବାକୁ ପରାମର୍ଶ। ତଳିଆ ଅଞ୍ଚଳରେ ପଶିଲା ପାଣି, ଲୋକେ ହନ୍ତସନ୍ତ।-ସବୁ ସରକାରୀ, ବେସରକାରୀ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ। ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ଆଡଭାଇଜରି।

Leave A Reply

Your email address will not be published.