ଦୁର୍ନୀତିଖୋରଙ୍କୁ ଠାବ କରିବ ଟେକ୍ନୋଲୋଜି: ରାଜସ୍ବ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା।ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଦୁର୍ନୀତିଖୋରଙ୍କୁ ଠାବ କରାଯିବ। ବୈଷୟିକ ଜ୍ଞାନ କୌଶଳ ଆପଣେଇବା ପାଇଁ ଆଲୋଚନା ଆରମ୍ଭ ହୋଇଛି।ସନ୍ଦେହ ଘେରରେ ଥିବା କର୍ମଚାରୀଙ୍କ ଗତିବିଧିକୁ ଟ୍ରାକ୍ କରାଯିବ।ଦୁର୍ନୀତିଖୋର କର୍ମଚାରୀଙ୍କ ପ୍ରତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି।

ଦୁର୍ନୀତିଖୋରଙ୍କୁ ଠାବ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏପରିକି ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଦୁର୍ନୀତିଖୋର କର୍ମଚାରୀଙ୍କୁ ଠାବ କରାଯିବ। ଏହି ଜ୍ଞାନ କୌଶଳ ଆପଣେଇବା ପାଇଁ ଆଲୋଚନା ଆରମ୍ଭ ହୋଇଯାଇଛି। ଏପରିକି ସନ୍ଦେହ ଘେରରେ ଥିବା କର୍ମଚାରୀଙ୍କ ଗତିବିଧି ଟ୍ରାକ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.