ଓଡ଼ିଆ ନ୍ୟୁଜ୍: ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ASO ଗିରଫ। ଆସିଷ୍ଟାଣ୍ଚ ସେକ୍ସନ୍ ଅଫିସର (ASO) ସୁଶାନ୍ତ ଜେନା ଗିରଫ। ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିଥିବା ଅଭିଯୋଗ।ASOଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ମହିଳା ଥାନା ପୋଲିସ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ASO ହୋଇଥିବା ସୂଚନା।