ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌

0

ଓଡ଼ିଆ ନ୍ୟୁଜ୍: ଆପ୍‌ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ବାଜଙ୍କ ଘରେ ରେଡ।ହସ୍ପିଟାଲ ନିର୍ମାଣରେ ଦୁର୍ନୀତି ଅଭିଯୋଗରେ ଇଡିର ବଡ଼ ଧରଣର ରେଡ୍‌।ସୌରଭ ଭରଦ୍ବାଜଙ୍କ ଘର ସମେତ ୧୩ଟି ସ୍ଥାନରେ ଇଡିର ଚଢ଼ାଉ। ଆପ୍‌ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ବାଜଙ୍କ ଘରେ ରେଡ୍ ।

ହସ୍ପିଟାଲ ନିର୍ମାଣରେ ଦୁର୍ନୀତି ଅଭିଯୋଗରେ ଇଡିର ବଡ଼ ଧରଣର ରେଡ୍‌ । ସୌରଭ ଭରଦ୍ବାଜଙ୍କ ଘର ସମେତ ୧୩ଟି ସ୍ଥାନରେ ଇଡିର ଚଢ଼ାଉ । ତାଙ୍କ ଉପରେ ଦୁର୍ନୀତି କରିଥିବାର ଅଭିଯୋଗ ଆସିଛି । ହସ୍ପିଟାଲ‌ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଖବର ମିଳିବା ପରେ ଆଜି ଇଡି ତାଙ୍କ ଘରେ ଚଢ଼ଉ କରିଥିବା ସାମ୍ନାକୁ ଆସିଛି । ଇଡି ଟିମ୍ ସୌରଭ ଭରଦ୍ୱାଜଙ୍କ ସହ ଜଡିତ ୧୩ଟି ସ୍ଥାନରେ ଚଢାଉ କରିଥିବା ଜଣାଯାଇଛି ।

Leave A Reply

Your email address will not be published.